Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Inspirational

2  

ଓଡ଼ିଆ ଗଳ୍ପ ଓ କବିତା - ୨

Inspirational

ଆସିଛି ନୂଆ ବରଷ

ଆସିଛି ନୂଆ ବରଷ

1 min
6.9K


ଆସିଛି ନୂଆ ବରଷ

ରମେଶ କୁମାର ସାହୁ

ନୂତନ ଆଲୋକ ଉଦ୍ଦୀପନା ନେଇ

ଆସିଛି ନୂଆ ବରଷ ,

ପୁରୁଣା ବର୍ଷଟି ବିଦାୟ ନେଉଛି

ନରଖି ମନରେ ରୋଷ ।

ଉତ୍ତର ଦିଗରୁ ବହୁଛି ପବନ

ଶୀତ ଆସେ ଥିରି ଥିରି ,

ନୂଆ ବରଷ ଆସିଛି ଖୁସି ମନରେ

ବଜାଇ ଭେରି ଓ ତୂରୀ ।

ନୂଆବରଷର ପ୍ରଥମ ଦିନରେ

ସଭିଏଁ ଶପଥ ନେବା ,

ଆଜି କାର୍ଯ୍ୟ ଆଜି ସାରିଦେବା

କାଲି ପାଇଁ ନରଖିବା ।

ଗାନ୍ଧି , ଗୋପବନ୍ଧୁ , ମଧୁବାବୁଙ୍କ ପରି

ତାଙ୍କ ପଥେ ସଭିଏଁ ଯିବା ,

ଦୀନ ଦରିଦ୍ରଙ୍କୁ ସାହାଯ୍ୟ ଯୋଗାଇ

ରୋଗୀଙ୍କ ସେବା କରିବା ।

ଏହିପରି ଆସିଛି ନୂଆବରଷଟି ,

ଦୁଃଖ , ସୁଖ ସବୁ ନେଇ ,

ସୁଖ ଓ ଶାନ୍ତିରେ ରହିବା ସଭିଏଁ

ପ୍ରଭୁଙ୍କ କରୁଣା ପାଇ ।


Rate this content
Log in

Similar oriya poem from Inspirational