Audio

Forum

Read

Contests

Language


Write

Sign in
Wohoo!,
Dear user,
ଆମ ଭାରତରେ..
ଆମ ଭାରତରେ..
★★★★★

© Srinibas Mahalik

Comedy

1 Minutes   6.7K    4


Content Ranking

ପିଜି ପଢା ପିଅନକୁ, ଟେନ୍ଥ୍ ପଢା ନେତା

ତେଢା ଏଇ ରାଜନୀତି, ତେଢା ଏ ଜନତା ।୧।

ଵଟି ନିଆ ପୋଲିସିକୁ,   ଖାନ୍ଦାନୀ ଚୋର

ଦିନରେ ଵି ଚୋରି ଚାରି, ଲାଗିଲାଣି ଡର ।୨।

ଟଙ୍କାଖିଆ ଡ଼ାକ୍ତର, ସର୍ବଗିଳା ଯନ୍ତ୍ରୀ

ଦେଶଟାକୁ ଲୁଟିଲେଣି,  ଵାହାପିଆ ମନ୍ତ୍ରୀ ।୩।

ଲାଞ୍ଚଖିଆ ଅଫିସର, କୋଟିପତି ନେତା

ଦରିଦ୍ରରେ ଚଷାଭାଇ,ଦେଶର ଏ ଅଵସ୍ଥା ।୪।

ଆମ ଭାରତରେ ଚାଲିଥିଵା ବ୍ୟବସ୍ଥା

Rate the content


Originality
Flow
Language
Cover design

Comments

Post


Some text some message..