Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Srinibas Mahalik

Comedy

2  

Srinibas Mahalik

Comedy

ଆମ ଭାରତରେ..

ଆମ ଭାରତରେ..

1 min
6.7K


ପିଜି ପଢା ପିଅନକୁ, ଟେନ୍ଥ୍ ପଢା ନେତା

ତେଢା ଏଇ ରାଜନୀତି, ତେଢା ଏ ଜନତା ।୧।

ଵଟି ନିଆ ପୋଲିସିକୁ,   ଖାନ୍ଦାନୀ ଚୋର

ଦିନରେ ଵି ଚୋରି ଚାରି, ଲାଗିଲାଣି ଡର ।୨।

ଟଙ୍କାଖିଆ ଡ଼ାକ୍ତର, ସର୍ବଗିଳା ଯନ୍ତ୍ରୀ

ଦେଶଟାକୁ ଲୁଟିଲେଣି,  ଵାହାପିଆ ମନ୍ତ୍ରୀ ।୩।

ଲାଞ୍ଚଖିଆ ଅଫିସର, କୋଟିପତି ନେତା

ଦରିଦ୍ରରେ ଚଷାଭାଇ,ଦେଶର ଏ ଅଵସ୍ଥା ।୪।


Rate this content
Log in

Similar oriya poem from Comedy