Audio

Forum

Read

Contests

Language


Write

Sign in
Wohoo!,
Dear user,
ଅଳ୍ପକେ ନାରୀ ଟିଏ
ଅଳ୍ପକେ ନାରୀ ଟିଏ
★★★★★

© Sudama Lenka

Inspirational

1 Minutes   6.8K    8


Content Ranking

ଅମୁଲ୍ୟ ଏ ଜୀବନ ରେ 

        ଦୁର୍ଲଭ ସେ ପ୍ରାଣୀ !

କାହାର ଘରଣୀ ପୁଣି 

         ଜଗତଙ୍କ ମଣି !

ଡେଇଁ ,ବୁଲି ଖେଳି ଯାଏ 

      କରେ ସଂସାର ନଅର !

ସେ ନଅର ହୋଇଯାଏ 

         ସଭିଙ୍କର ଘର !

ଆଖିର ମୁକୁତା ସିଏ 

         ରକତ ର ଧାର !

ପିତା ର ମମତା ପୁଣି 

       ମାଆ ର ସେ ପ୍ରାଣ !

ଦୁଇ କୁଳ ହିତା ବୋଲି 

       କହେ ତାର ମାତା !

ନ ଭୁଲିବୁ କେବେ ହେଲେ 

       ଏହି ମୋର କଥା !

ସେ କଥା କୁ ପଣ କଲା 

       ରଖିଲା ମନରେ !

ଦୁନିଆ କୁ ଦେଖାଇବ

      ସ୍ବର୍ଣ୍ଣ ଅକ୍ଷର ରେ !

ସତ ହେଲା ସେହି କଥା 

     ସତ ହେଲା ବାଣୀ !

ଦୁନିଆ ରେ ଲେଖା ହେଲା 

     ସର୍ବ ହସ୍ତେ ନାରୀ !!!!!!!!

ଦୁର୍ଲଭ ଘରଣୀ ମାଆ

Rate the content


Originality
Flow
Language
Cover design

Comments

Post


Some text some message..