Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Lenka

Abstract Others Romance

2  

Chittaranjan Lenka

Abstract Others Romance

ତୋ ପ୍ରେମ

ତୋ ପ୍ରେମ

1 min
1.3K


ତୋ ପାଇଁ ମୋ ମନେ    ଆସୁଥାଇ ଯାହା

କା ଆଗେ ନ ପାରେ ଖୋଲି

ମନ ଦୁଃଖ ହୁଏ    ତୋ ଆଗେ କହିଲେ

କାଳେ ହସି ଦେବୁ ବୋଲି


ଝିଅମାନେ ଭାରି     ଫୁଲେଇ କହନ୍ତି

ଏ କଥା ମୁଁ ଶୁଣିଥିଲି

ଫୁଲେଇ ସାଙ୍ଗରେ     ଉଗ୍ର ବୋଲି ଏହା

ତୋ ଠାରୁ ମୁଁ ଜାଣିଗଲି


ବିରହ ବେଦନା     କି ଦିଏ ଯନ୍ତ୍ରଣା

ତୋ ପ୍ରେମରୁ ଶିଖିଗଲି

ଆଖି ଲୁହ ଆଖି     ଭିତରେ ଲୁଚାଇ

ବଞ୍ଚିଥାଇ ମରିଗଲି



ଚିତ୍ତ ରଞ୍ଜନ ଲେଙ୍କା (କଟକ) ©


Rate this content
Log in