Audio

Forum

Read

Contests

Language


Write

Sign in
Wohoo!,
Dear user,
ସଂପର୍କ
ସଂପର୍କ
★★★★★

© Anita Ray

Others

1 Minutes   6.8K    5


Content Ranking

ସଂପର୍କ ଗୋଟିଏ ଆତ୍ମାର ମିଳନ

ନାଆ ତାର ଆରାଧନା

ଦିବ୍ୟ ଉପହାର ତମେ ମୋ ପାଇଁ

ଆଉ ସବୁ ଆନମନା ।

ହସିଲେ ଟିକିଏ ଖୁସି ଦେବ ମୋତେ

କାନ୍ଦିଲେ ଦି 'ଧାର ଲୁହ

ଅମୀମାଂସିତ ଏ ପ୍ରଶ୍ନ ଗୋଟେ ମୋର

ଉତ୍ତର କି'ତାର କୁହ ।

ଅଲିଭା ରହିଛି ଅହରହ ଶିଖା

‌ଉଦ୍‌ଗିରଣ ଅଗ୍ନି ପରି

ପ୍ରତିଟି ରାତିରେ ସେ ଭାବନା ଆସେ

ଅନ୍ଧାର ଗଲେଟି ସରି ।

ସୁପ୍ତ ସ୍ମୃତି ଶେଯ ସରଳ ସପନ

ମଉଳି ଯିବନି କେବେ

ସେ କମ୍ପନ ହେବ ଅଜଣା ଉଷ୍ଣତା

ଥିବ ପାଦ ଚିହ୍ନ ଯେବେ ।

ସଂପର୍କ ଆତ୍ମା ମିଳନ

Rate the content


Originality
Flow
Language
Cover design

Comments

Post


Some text some message..