Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Niranjan Sahu

Inspirational Others

2  

Niranjan Sahu

Inspirational Others

ଶିଖ ଥରେ କରିଦେଖ

ଶିଖ ଥରେ କରିଦେଖ

1 min
6.6K


ଶିଖ....ଶିଖ...ଶିଖ...ଥରେ କରିଦେଖ..

ଭଲ କଥା ମନେରଖ

ଭଲ କାମ କରି ଶିଖ

ବାପାଙ୍କ ଠୁଁ କର୍ତ୍ତବ୍ୟ ଶିଖ

ମାଆଙ୍କ ଠୁଁ ଆଦର ଶିଖ

ଭାଇ ଠୁଁ ସାହାଯ୍ୟ ଶିଖ

ସ୍ନେହ ଭଉଣୀ ଠୁଁ ଶିଖ

ଗୁରୁଙ୍କ ଠୁଁ ଜ୍ଞାନ ଶିଖ

ସାଧୁଙ୍କ ଠୁଁ ତ୍ୟାଗ ଶିଖ

ବ୍ୟବହାର ଦେବା ଶିଖ

ସେବା ମନୋଭାବ ରଖ

ଭକ୍ତି କରିବା ଶିଖ

ବଞ୍ଚିବା ପାଇଁ ଏ ସବୁ ଦରକାର

ସମାଜେ ଚଳିବା ଶିଖ.....

ଆରେ ଭାଇ ତୁମ ଦେହ ସରିଯିବନି.

ଥରେ ତ କରିଦେଖ..

ପାଇବ ସୁଖ ହିଁ ସୁଖ...

ନିରଞ୍ଜନ ସାହୁ


Rate this content
Log in