Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Dr Jharana Satapathy

Others

3  

Dr Jharana Satapathy

Others

ମୁଁ ଏମିତିକା ମଣିଷଟିଏ

ମୁଁ ଏମିତିକା ମଣିଷଟିଏ

1 min
207



ମୁଁ ଏମିତିକା ମଣିଷଟିଏ ସମସ୍ତଙ୍କର ସୁଖରେ ସୁଖୀ 

ମୁଁ ଏମିତିକା ମଣିଷଟିଏ ସମସ୍ତଙ୍କର ଦୁଃଖରେ ଦୁଃଖୀ


ଭାବନା ଏବଂ ଯାତନାକୁ ନେଇ ହୃଦୟରେ ହୁଏ ବ୍ୟଥା 

ଏ ବିଚିତ୍ର ଦୁନିଆର ଚିତ୍ରଛବି ଦେଖି ଘୁରି ଯାଏ ମଥା


ଏ ବିଚିତ୍ର ଦୁନିଆରେ ବାସ୍ତବତାର ଛବି ଭିନ୍ନ ଭିନ୍ନ

ଜୀବନର ସମୁଦ୍ର ଗର୍ଭରେ ମଣିଷ ହେଲାଣି ଲୀନ


ମିଛ ମାୟା ବନ୍ଧନରେ ଛନ୍ଦି ହୁଏ ମଣିଷ ଜୀବନ

କେବେ ସୁଗମ ଆଉ କେବେ ପଥ ସେତ ଦୁର୍ଗମ


ସୁଖ ଆଉ ଦୁଃଖ ଜୀବନର ଘୂଣ୍ଣୟନମାନ ଦୁଇରେଖା

ରୋକିପାରିଵ କିଏ ତାକୁ ଜୀବନର ସେତ ବାସ୍ତବତା



Rate this content
Log in