Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manas Ranjan Pattanayak

Others

2  

Manas Ranjan Pattanayak

Others

କାଳିଆ ସାଆନ୍ତ (ଭାଗ ୧୬)

କାଳିଆ ସାଆନ୍ତ (ଭାଗ ୧୬)

1 min
239



କାଳିଆ ବଦନ ତାର ରୂପ କମନୀୟ


ଏ ଦୁଃଖି ମଣିଷ ପାଇଁଁ ହେବୁ ରେ ସଦୟ


ତ୍ରିଭୁବନପତି ବୋଲି ଜାଣନ୍ତି ସମସ୍ତେ


ଦିଓଳି ଦିଗୁଣ୍ଡା ଭାତ ମିଳୁନାହିଁ ମତେ


ମୋ କାଳିଆ ସାଆନ୍ତକୁ କାହିଁକି ମାଗିବି


କାଳ ଆସି ଖୋଜିଲାଣି କେଉଁଠିକି ଯିବି



*******

ମାନସ ରଞ୍ଜନ ପଟ୍ଟନାୟକ

ସଂପାଦକ -ମାଟିର ମହକ

ଦୂରଭାଷ -୯୦୪୦୭୫୧୪୯०


Rate this content
Log in