Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Pramila Sahoo

Others

3  

Pramila Sahoo

Others

ବନ୍ଧନ

ବନ୍ଧନ

1 min
6.6K


ମନୁଷ୍ୟ ଜୀବନ ସବୁବେଳେ
ଖୋଜେ ଟିକେ ସ୍ନେହ ପ୍ରେମ
ମିଳିଗଲେ ଦେଇ ଦିଏ ଜୀବନ
ଭାବେ ନାହିଁ ସେ ଆଗ ପଛ
ଭଲପାଏ ଥାଏ ସାର ଜୀବନ
ସବୁ ଦୁଃଖ ଭୁଲି ଯାଏ ଦିଏ ସୁଖ
ନିଜେ କାନ୍ଦି ଅନ୍ୟକୁ ହସାଏ
ପାଇବାକୁ ଟିକେ ସେହ୍ନ ପ୍ରେମ
କାହା ଭଲପାଇବାକୁ ନକର ଉପହାସ
ମନୁଷ୍ୟ ସମ୍ପର୍କ ସେହ୍ନ ପ୍ରେମର ବନ୍ଧନ

ପ୍ରମିଳା ସାହୁ


Rate this content
Log in