Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ହାଏ ! ବର୍ଷା ! ତମେ 
ଆଉ  ଆମ ଭଲ ପାଇବା ।
ହାଏ ! ବର୍ଷା ! ତମେ ଆଉ ଆମ ଭଲ ପାଇବା ।
★★★★★

© Ram Prasad Bisoi

Others

1 Minutes   1.3K    2


Content Ranking

ହାଏ ! ବର୍ଷା ! ତମେ ଆଉ ଆମ ଭଲ ପାଇବା ।

ବର୍ଷା---------------------------! ତମେ ବରଶି ଯାଅ , ମୋ ଆଖିର ପଲକରେ , ତମକୁ ଭଲ ପାଏ ଏତେ କାରଣ ,ତମେ ଲୁଚାଇ ଦିଅ ମୋ ଆଖିର ଲୁହ , ତମେ କୁହ: ମୁଁ ତୁମ ! ଶାମୁକା ର ମୋତି ,ମନବୀଣା ର ରାଗିଣି, ହୃଦୟଶଙ୍ଖର ପାଣି , ସଙ୍ଗୀତର ଆତ୍ମା,ମନର ପଙ୍ଖ, କଳ୍ପନାର ବିମାନ , କେବେ ରଖନି କିନ୍ତୁ ତମେ ଦେଇଥିବା କଥା ହାଏ ! ବର୍ଷା ! ତମେ ଆଉ ଆମ ଭଲ ପାଇବା ।

ରାମ ପ୍ରସାଦ ବିଶୋଇ (କାଶ୍ୟପ) ରାମ ଗୁଣ୍ଡମ ହାଲ୍ଲୀ, ବାଙ୍ଗାଲୋର, ତା-୦୮-୦୬-୧୬ ସମୟ-ରାତ୍ର-୦୯-୪୨ ମି .।

ହାଏ ! ବର୍ଷା ! ତମେ ଆଉ ଆମ ଭଲ ପାଇବା ।

Rate the content


Originality
Flow
Language
Cover design

Comments

Post

Some text some message..