ଦେବସେନା-୨୫**
ଦେବସେନା-୨୫**
1 min
1.3K
ଦେବସେନା-୨୫**
#ଅଳକାନନ୍ଦା
***
କେମିତି ବୁଝି ନ ଥାନ୍ତି,
ତୋ..........,
ନୀରବ ଭାଷା
ଆଉ
ଅଭିମାନକୁ.....,
ତୋ ପାଖରେ ଅଛି,
ଯେ
ମୋ ହୃଦୟ,
କିନ୍ତୁ:
ଜାଣେନା ,
ତୋ ହୃଦୟର ଠିକଣା ,
ଖାଲି ଯାହା ପଢି ନିଏ
ତୋ ପ୍ରତିତ ପ୍ରତିଛବିରୁ
ହସ୍ତିନା ମହାରାଜା
ଶାନ୍ତୁନ,
ଦେବସେନା ଅଳକାନନ୍ଦା-------!
©®କାଶ୍ୟପ,
ରାୟଗଡା,