ମନ କଥା
ମନ କଥା
ମନ କଥା ସିନା ଖୋଲି କହିଦେଲେ
ମନ ହୁଅଇ ହାଲକା
ସବୁ ମନ କଥା ଖୋଲି ଦେବ ଯଦି
ପାଇବ ନିଶ୍ଚୟ ଧକ୍କା
କାହାକୁ ଖୋଲିବ କାହାକୁ ରଖିବ
ଭଲ ଭାବେ ବିଚାରିବ
ବ୍ୟତିକ୍ରମ ଯଦି କରିବ ହେ ବନ୍ଧୁ
ମୋ ପରି କଷ୍ଟ ପାଇବ
ଚିତ୍ତରଞ୍ଜନ ଲେଙ୍କା,କଟକ
ମନ କଥା ସିନା ଖୋଲି କହିଦେଲେ
ମନ ହୁଅଇ ହାଲକା
ସବୁ ମନ କଥା ଖୋଲି ଦେବ ଯଦି
ପାଇବ ନିଶ୍ଚୟ ଧକ୍କା
କାହାକୁ ଖୋଲିବ କାହାକୁ ରଖିବ
ଭଲ ଭାବେ ବିଚାରିବ
ବ୍ୟତିକ୍ରମ ଯଦି କରିବ ହେ ବନ୍ଧୁ
ମୋ ପରି କଷ୍ଟ ପାଇବ
ଚିତ୍ତରଞ୍ଜନ ଲେଙ୍କା,କଟକ