Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Saudamini Pattanaik

Others

3  

Saudamini Pattanaik

Others

ହେ ଜଗତର ନାଥ

ହେ ଜଗତର ନାଥ

1 min
4.3K


ଜୟ ଜୟ ଜଗନ୍ନାଥ ହେ ଜଗତର ନାଥ

କାହାକୁ ଦିଅ ସୌଭାଗ୍ୟ କିଏ ସେ ଅନାଥ ॥

ସାରା ବିଶ୍ଵ ବ୍ରହ୍ମାଣ୍ଡକୁ କର ଆତ ଜାତ

କିଏ ସେ ଜାଣିବ ଅବା ତୁମ ଆଦି ଅନ୍ତ ॥

ବଡ ଦେଉଳେ ବସିଛ କରି ମଉନ ବ୍ରତ

ହେଲେ ରହିପାର ନାହିଁ ଡ଼ାକି ଦେଲେ ଭକ୍ତ॥

ଏ ସଂସାରେ ପ୍ରଭୁ ତୁମେ ଏକା ଦୟାବନ୍ତ

ଏ ଦୁନିଆ ଚାଲେ ପ୍ରଭୁ ତୁମ ଇଚ୍ଛା ମତ ॥

ସବୁ ଏଠି ମିଛ ପ୍ରଭୁ,ତୁମେ ଏକା ସତ୍ୟ

ଭକ୍ତ ପାଇଁ ଟେକି ଦେଇ ଅଛ ଦୁଇ ହସ୍ତ ॥

ତୁମ ପାଦ ତଳେ ପ୍ରଭୁ କୋଟି ପ୍ରଣିପାତ

କୃପା ଦୃଷ୍ଟି ରଖିଥିବ ଆହେ ଗୋପୀନାଥ ॥


@ସୌଦାମିନୀ ପଟ୍ଟନାୟକ

ପାହାଳ, ଭୁବନେଶ୍ଵର


Rate this content
Log in