Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arabinda Mishra

Romance

2  

Arabinda Mishra

Romance

ତୁମେ

ତୁମେ

1 min
217


ବରଷିଲେ ତୁମେ ବରଷା ନୁହେଁ 

ମୁଁ ଭିଜି ହେଇଯିବି ଓଦା

ଜାଣିଲନି ମୋତେ କାହିଁକି କୁହେ

ହୃଦୟର ହୁଏ ନିନ୍ଦା


ମନ ହଜେନାହିଁ ତୁମରି ବିନା

ହଜିବାକୁ ଖୋଜେ ପାଏନା 

ଜାଣିଲେ ଉଡିବ ପ୍ରେମର ବାନା

ତୁମେ ଦେଖାଦେଇ ଦେଖାଦିଅନା



Rate this content
Log in

Similar oriya poem from Romance