Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Prasanjit Sahoo

Romance

2  

Prasanjit Sahoo

Romance

ଜ୍ୟୋତ୍ସ୍ନାରେ ପ୍ରେମିକା

ଜ୍ୟୋତ୍ସ୍ନାରେ ପ୍ରେମିକା

1 min
6.9K


     
        (1)
ଆଜି କିନ୍ତୁ ବର୍ଷା ନାହିଁ 
ନାହିଁ ଘଡଘଡି ବିଜୁଳିର ଡର 
ପାଖେପାଖେ ତୁମେ ଅଛ 
ଆଉ ଅଛି ସଫେଦ ଜୋଛନା ଜହ୍ନର ।
          (2)
କାଲିଭଳି ତୁମେ ନାହଁ 
ପାଖରେ ମୋ ଛାତିରେ 
ଶୋଷି ନିଅ ଉଷ୍ମତା ଶରୀରୁ 
ଏଇ ଜୋଛନା ରାତିରେ  ।
           (3)
ସୁନ୍ଦର ଶୀତଳ ଏହି ଜହ୍ନ ଆଲୁଅରେ
ଧରଣୀ ବାସୁଛି କଦମ୍ବ ବାସରେ 
ତୁମ ଲାଜେ ଲାଜଉଛି ଆକାଶର ଜହ୍ନ 
ଚୋରିକରି ନିଅ ତୁମ ପ୍ରେମିକର ମନ।
ପ୍ରସନଜିତ ସାହୁ, ନାଉଗାଁ ହାଟ , ଜଗତସିଂହପୁର 
7377663400


Rate this content
Log in