Audio

Forum

Read

Contests

Language


Write

Sign in
Wohoo!,
Dear user,
ଜ୍ୟୋତ୍ସ୍ନାରେ ପ୍ରେମିକା
ଜ୍ୟୋତ୍ସ୍ନାରେ ପ୍ରେମିକା
★★★★★

© Prasanjit Sahoo

Romance

1 Minutes   6.9K    1


Content Ranking

     
        (1)
ଆଜି କିନ୍ତୁ ବର୍ଷା ନାହିଁ 
ନାହିଁ ଘଡଘଡି ବିଜୁଳିର ଡର 
ପାଖେପାଖେ ତୁମେ ଅଛ 
ଆଉ ଅଛି ସଫେଦ ଜୋଛନା ଜହ୍ନର ।
          (2)
କାଲିଭଳି ତୁମେ ନାହଁ 
ପାଖରେ ମୋ ଛାତିରେ 
ଶୋଷି ନିଅ ଉଷ୍ମତା ଶରୀରୁ 
ଏଇ ଜୋଛନା ରାତିରେ  ।
           (3)
ସୁନ୍ଦର ଶୀତଳ ଏହି ଜହ୍ନ ଆଲୁଅରେ
ଧରଣୀ ବାସୁଛି କଦମ୍ବ ବାସରେ 
ତୁମ ଲାଜେ ଲାଜଉଛି ଆକାଶର ଜହ୍ନ 
ଚୋରିକରି ନିଅ ତୁମ ପ୍ରେମିକର ମନ।
ପ୍ରସନଜିତ ସାହୁ, ନାଉଗାଁ ହାଟ , ଜଗତସିଂହପୁର 
7377663400

ପ୍ରେମିକା ସଫେଦ ଜୋଛନା ଜହ୍ନ ଆଲୁଅ

Rate the content


Originality
Flow
Language
Cover design

Comments

Post


Some text some message..