ତୁମେ
ତୁମେ
ଲୁଚି ଡାକୁଥାଅ ନକହି କିଛି
ଶୁଣିବାକୁ ଇଛା ଥିଲା
ତୁମକୁ ନପାଇ ଯାଇଛି ବୁଝି
ହୃଦୟ ରଖିଛି ଖୋଲା ।
ରାତି ବଢିଯାଏ ଦିନ ସରୁଛି
ସପନରେ ମିଛ ପାଲା
ତୁମେ ଭଲପାଅ ମନ କହୁଛି
ସମୟ ଦେଇଛି ତାଲା ।
ଲୁଚି ଡାକୁଥାଅ ନକହି କିଛି
ଶୁଣିବାକୁ ଇଛା ଥିଲା
ତୁମକୁ ନପାଇ ଯାଇଛି ବୁଝି
ହୃଦୟ ରଖିଛି ଖୋଲା ।
ରାତି ବଢିଯାଏ ଦିନ ସରୁଛି
ସପନରେ ମିଛ ପାଲା
ତୁମେ ଭଲପାଅ ମନ କହୁଛି
ସମୟ ଦେଇଛି ତାଲା ।