Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ମୋ ଜୀବନ
ମୋ ଜୀବନ
★★★★★

© Pramila Sahoo

Others

1 Minutes   6.5K    4


Content Ranking

ଏ ମନ ଝୁରୁଥାଏ ନିତି
ନାହିଁ ତାହାର କେବେ ଇତି
ସମୟ ଯାଏ ତୁମରି ଭାବନାରେ
ନିତି ଦେଖେ ଅସରନ୍ତି ସ୍ୱପ୍ନ
କରିବାକୁ ଅତି ନିଜର
ହୃଦୟରେ କରିନିଏ ଘର
ସବୁରାତି ଲାଗେ ଜହ୍ନ ରାତିପରି
ମନରେ ରହିଛି ଅସୁମାରୀ ପ୍ରୀତି
ଏ ପ୍ରେମ ରହିଥାଉ ଚିରନ୍ତନ
ତୁମେ ମୋର ଜୀବନ .....
ପ୍ରମିଳା ସାହୁ

ଜୀବନ ରାତି

Rate the content


Originality
Flow
Language
Cover design

Comments

Post

Some text some message..