Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Pramila Sahoo

Others

0.8  

Pramila Sahoo

Others

ମୋ ଜୀବନ

ମୋ ଜୀବନ

1 min
6.5K


ଏ ମନ ଝୁରୁଥାଏ ନିତି
ନାହିଁ ତାହାର କେବେ ଇତି
ସମୟ ଯାଏ ତୁମରି ଭାବନାରେ
ନିତି ଦେଖେ ଅସରନ୍ତି ସ୍ୱପ୍ନ
କରିବାକୁ ଅତି ନିଜର
ହୃଦୟରେ କରିନିଏ ଘର
ସବୁରାତି ଲାଗେ ଜହ୍ନ ରାତିପରି
ମନରେ ରହିଛି ଅସୁମାରୀ ପ୍ରୀତି
ଏ ପ୍ରେମ ରହିଥାଉ ଚିରନ୍ତନ
ତୁମେ ମୋର ଜୀବନ .....
ପ୍ରମିଳା ସାହୁ


Rate this content
Log in