Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rajesh Kumar Jain

Comedy

3  

Rajesh Kumar Jain

Comedy

ଗର୍ବ

ଗର୍ବ

1 min
6.8K


ଗର୍ବ

 

ରାଜେଶ କୁମାର ଜୈନ୍ (ଶାନ୍ତିରାଜେଶ)

 

କରୁଛେ କେତେ ଗର୍ବ

ନିମିଷକେ ସବୁ ଭୂଗର୍ଭ

ବାରଦିନେ ସରିଯାଏ କର୍ମ

ବୁଝୁନାହିଁ ଆଜି ଅଧମ ।

 

ଧନବଳେ କେତେ ଅହଂକାର

ରକ୍ତସମ୍ପର୍କ ଆଜି ପର

ମଣିଷତ୍ୱ ଭୁଲି ପଶୁ ବ୍ୟବହାର

ଗୋଟାଏ ବଥକୁ ସବୁ କଙ୍କର ।

 

ଉପରକୁ ନୁହେଁ, ତଳକୁ ଦେଖ

ଜଖମ ହୋଇଯିବ ବେକ

କେତେକଙ୍କର ନାହିଁ ଅଖ

ବିନା ଚକ୍ଷୁ ହାତଗୋଡ଼େ ଚାଲଇ ଚକ ।

 

କେତେ ପୂଣ୍ୟବଳେ ମଣିଷ ଜନମ

ବିକିଦେଲୁ ସବୁ ଲାଜ-ସରମ

ଅର୍ଥବଳେ ସବୁ ପାପ କରମ

ପରନାରୀ, ଝିଅ ଲଗାଏ ମଲମ ।

 

ମାୟା ନୁହେଁ ଜୀବନର ମରମ

ମାନବିକତା ତୋ ଧରମ

କରିଯା କିଛି ଭଲ କରମ

ସଫଳ ହେଉ ତୋ ଜନମ ।

 

ଅପର୍ଣ୍ଣା ନଗର, ଚାଉଳିଆଗଞ୍ଜ, କଟକ-୭୫୩୦୦୪

ଫୋନ୍ : ୯୪୩୭୦୨୦୬୧୮

*****


Rate this content
Log in

Similar oriya poem from Comedy