Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Banali Dash

Others

2  

Banali Dash

Others

ବାପା' ତୁମେ

ବାପା' ତୁମେ

1 min
6.6K


ବାପା' ତୁମେ,

ମହନୀୟତାରେ ଦିକ୍ ଦିକ୍ ଜଳୁଥିବା ଦୀପଶିଖା

ଅନବରତ କଷ୍ଟରତ; ଆମ ଜୀବନ ମନ୍ଦିର ରୁଖା।

ସବୁ କଷ୍ଟ ସହି ଆମକୁ ଦିଏ ଯେ' ଆଲୋକ

ତୁମେ ସେହି ଆମ ପଥ ପ୍ରଦର୍ଶକ।

ଆତ୍ମା ଭର୍ତ୍ତି ମମତାରେ ହୃଦ ଯା' ରସାଣିତ

କିନ୍ତୁ ଲୁହା ଠୁଁ ବି ଟାଣପଣ ଦିଶ ଭାରି ଶକ୍ତ ।

ରାତି ରାତି ବିନିଦ୍ର ଯେ' ଆମ ଚିନ୍ତେ ମଗ୍ନ

ଆମ ସୁଖ ବିନା ଯାର' ଅନ୍ୟ ନାହିଁ ସ୍ୱପ୍ନ ।

ଆଲୋକ ବର୍ତିକା ଆମ ଅମା ଅନ୍ଧକାରେ

ତୁମେ ଥିଲେ ପାଶେ ଆମ ଭୟ ନାହିଁ କାରେ'।

ତୁମେ ସ୍ୱର୍ଗ, ତୁମେ ଧର୍ମ

ତୁମେ ହିଁ ପରମ ତପ

ତୁମ ବିନା ନାହିଁ କିଛି ଜୀବନ ଅନ୍ଧକୂପ ।



Rate this content
Log in