Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Hrushikesh Satpathy

Others

3  

Hrushikesh Satpathy

Others

ସମର୍ପଣ

ସମର୍ପଣ

1 min
7.2K


ସାଥି ଥାଇ ମଧ୍ୟ ସାଥି ହରା ହୋଇ

ଜୀବନ ଜୀଇଁଵା

ଚିରାଚରିତ ହେଲାଣି ।

ଶାଶ୍ଵତ ସମ୍ପର୍କ ଖୋଜୁ ଖୋଜୁ ନିଜ

ମଣିଷ ପଣିଆ

ଅଲୋଡ଼ା ହୋଇ ଗଲାଣି ।

ତଥାପି ବଞ୍ଚିବି ଆନେ ବଞ୍ଚେଇବି

ନେଇଛି ଶପଥ

ତିଳ ତିଳ ଜଳିବାକୁ ।

ପାପ ପୁଣ୍ୟ ଖେଳ ବିଧାତା ବୁଝିବ

ବଳକା ଜୀବନ

ସମର୍ପିଲି ମୁଁ ତୁମକୁ ।


Rate this content
Log in