Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr. Shiba Prasad Tripathy

Others

2  

Dr. Shiba Prasad Tripathy

Others

ଲେଉଟାଣି ବେଳ

ଲେଉଟାଣି ବେଳ

1 min
7.1K


ତୁମେ ଯେବେ ଆସ

ଅବ୍ୟକ୍ତ ଭାବରେ

ଲେଉଟାଣି ବେଳର

ଅନ୍ତିମ ପ୍ରହରରେ

ମିଛ- ମାୟା- ରୁଗ୍ଣ ମନଟା

ଭାଳିହୁଏ ଯାହାଖାଲି

ଫମ୍ପା ମାଠିଆର

ଶବ୍ଦ ତରଙ୍ଗରେ

ଅପହଞ୍ଚ ଦୂରତାର

କେଉଁ ଏକ

ଅଲୋଡା ପଣର

ସୂର୍ଯ୍ୟାସ୍ତ ସହରରେ ...


*** ***

ଡଃ ଶିବ ପ୍ରସାଦ ତ୍ରିପାଠୀ

ସ୍ମୃତି ନିଳୟ,ଉଦୟ ନଗର

ଷ୍ଟେସନ ରୋଡ,ବଲାଙ୍ଗୀର(ଓଡିଶା)

shibatripathy262@gmail.com


Rate this content
Log in