Audio

Forum

Read

Contests

Language


Write

Sign in
Wohoo!,
Dear user,
ପ୍ରଣୟ ପ୍ରଦୀପ
ପ୍ରଣୟ ପ୍ରଦୀପ
★★★★★

© Tapan Dixit

Romance

1 Minutes   1.2K    7


Content Ranking

କୋଳେ ତୋଳି ଜାଳି ପ୍ରଣୟ ପ୍ରଦୀପ

ବୋକ ଦେଉଥିବି ଗଣ୍ଡେ

ପ୍ରଣୟ ମଦିରା ପରଶି ହରଷେ

ଅଧରର ମଧୁଭାଣ୍ଡେ

କରୁଥିବ ତୋଷ ନ ଧରି ମୋ ଦୋଷ

ରହି ରହି ଦଣ୍ଡେ ଦଣ୍ଡେ

ଯାଉଥିବି ଜଳି ଉଷ୍ମ ଆଲିଙ୍ଗନେ

ତୁମ ନାମ ଥିବ ତୁଣ୍ଡେ

ତପନ ଦୀକ୍ଷିତ (ବେଳାଭୂମି)

ପ୍ରଣୟ ଅଧର ପ୍ରଦୀପ

Rate the content


Originality
Flow
Language
Cover design

Comments

Post


Some text some message..