ଏଣୁତେଣୁ ୧୧
ଏଣୁତେଣୁ ୧୧
ଆସିବ ସେ ଦିନ ଯେବେ ରାଜା ମୋର ଆସିବ
ରାଣୀ କରି ମୋତେ ତାର ପ୍ରାସାଦକୁ ନେବ
ଗୋଲାପି ଓଠରେ ମୋ ଥିରି ଫଗୁଣ ହସୁଥିବ
ଆଖିର କାକର ମୋ ସେବେ କୁହୁଡ଼ି ପାଲଟିବ
କେଜାଣି ସେ ତିଥି ବାର କ'ଣ ହେଇଥିବ
ଆଗମନୀ ଜୀବନ ମୋ
ମୃତ୍ୟୁରେ କି ଶେଷ ବିଦାୟ ନେଉଥିବ !
ଆସିବ ସେ ଦିନ ଯେବେ ରାଜା ମୋର ଆସିବ
ରାଣୀ କରି ମୋତେ ତାର ପ୍ରାସାଦକୁ ନେବ
ଗୋଲାପି ଓଠରେ ମୋ ଥିରି ଫଗୁଣ ହସୁଥିବ
ଆଖିର କାକର ମୋ ସେବେ କୁହୁଡ଼ି ପାଲଟିବ
କେଜାଣି ସେ ତିଥି ବାର କ'ଣ ହେଇଥିବ
ଆଗମନୀ ଜୀବନ ମୋ
ମୃତ୍ୟୁରେ କି ଶେଷ ବିଦାୟ ନେଉଥିବ !