Audio

Forum

Read

Contests

Language


Write

Sign in
Wohoo!,
Dear user,
ସ୍ୱାର୍ଥ ଓ ଧର୍ମ
ସ୍ୱାର୍ଥ ଓ ଧର୍ମ
★★★★★

© Chittaranjan Lenka

Inspirational

1 Minutes   6.7K    7


Content Ranking

କର ନାହିଁ କେବେ            ସ୍ୱାର୍ଥକୁ ସାରଥି

ଆଜି ନ ହେଲେ ବି କାଲି ମାରିବ,

ଅଥଳ ଜଳକୁ           ଠେଲି ଦେଇ ନିଜେ

ତା ମନ୍ଦ କାମରେ ଆଗେଇ ଯିବ


ସତ୍ୟ, ଧର୍ମ ଅଟେ             ଏମିତିକା ମିତ

ରଖିଥିବ ଯିଏ କରି ଆଦର,

ଆସୁ ପଛେ ଯେତେ          ଦୁଃଖ ଓ ବିପଦ

ଜଗିଥିବ ସଦା ହୋଇ ନିଜର


ଚିତ୍ତ ରଞ୍ଜନ ଲେଙ୍କା (କଟକ)

ସ୍ୱାର୍ଥ ସାରଥି ସତ୍ୟ ମିତ

Rate the content


Originality
Flow
Language
Cover design

Comments

Post


Some text some message..