Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debabrata Jena

Others

3  

Debabrata Jena

Others

ମନର ନା ବିବେକର

ମନର ନା ବିବେକର

1 min
6.8K



ଆମ ସମ୍ପର୍କର ଯବନିକା ଟାଣି
କେଉଁ ଖୁସିରେ ମୁଁ ତୁମ ସହ ଦେଖା କରିବି ଜାଣି ପାରୁନି...
ମନର ଅସଂଖ୍ୟ ଅସମାହିତ ପ୍ରଶ୍ନଗୁଛରେ
ବେଳେବେଳେ ମୁଁ ଛନ୍ଦି ହୋଇଯାଏ
ଆଉ ତୋ ପାଇଁ ଅପରିମିତ ଆଶାର ଦୀପାଳି ଜାଳେ ...
ବିବେକ ସଂଯମତାର ଦ୍ୱାହିପଣରେ
ନିଜକୁ ସୁସଂଯତ କରେ ....
କେବେ କେବେ ମନର ଭାଷାରେ ବିହ୍ଵଳିତ ହୁଏ
ତ ପୁଣି କେବେ ବିବେକର କଥାରେ
ଆଦର୍ଶବାଦର ମିଥ୍ୟା ଚଦର ଘୋଡେଇ ହୁଏ
ହେଲେ ତୁମେ କୁହ...
ମୁଁ ମନର ହେବି ନା ବିବେକର ..?????


Rate this content
Log in