କବିତା
କବିତା
କାଲି ମୁଁ ଫେରିବି ରୂପ ସହରରୁ
ବସନ୍ତ ବାହୁଡ଼ିଗଲେ
ଯଉବନ ଫୁଲ ଦେହ ମାଳଞ୍ଚରୁ
ମହଳଣ ପଡିଗଲେ,
ତୁମେ ରଚୁଥିବ ସ୍ୱାଗତିକା ମୋର
ମୁଁ ଥିବି ବିରହ ଛୁଆଁ
କୋକେଇ ଟା ସାଥି ଆଗଣା ବାହାରେ
ମୋ ପାଇଁକି ଥିବ ଥୁଆ ।।
ତପନ ଦୀକ୍ଷିତ (ବେଳାଭୂମି)
ନାଶିକେଶ୍ୱର, କାକଟପୁର, ପୁରୀ
ମାଳଞ୍ଚ :ଉଦ୍ୟାନ
କାଲି ମୁଁ ଫେରିବି ରୂପ ସହରରୁ
ବସନ୍ତ ବାହୁଡ଼ିଗଲେ
ଯଉବନ ଫୁଲ ଦେହ ମାଳଞ୍ଚରୁ
ମହଳଣ ପଡିଗଲେ,
ତୁମେ ରଚୁଥିବ ସ୍ୱାଗତିକା ମୋର
ମୁଁ ଥିବି ବିରହ ଛୁଆଁ
କୋକେଇ ଟା ସାଥି ଆଗଣା ବାହାରେ
ମୋ ପାଇଁକି ଥିବ ଥୁଆ ।।
ତପନ ଦୀକ୍ଷିତ (ବେଳାଭୂମି)
ନାଶିକେଶ୍ୱର, କାକଟପୁର, ପୁରୀ
ମାଳଞ୍ଚ :ଉଦ୍ୟାନ