Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ଲୁହରେ କରିଚି ଘର

ଲୁହରେ କରିଚି ଘର

1 min
6.9K


ଫଗୁଣରେ ଦିନେ ଆସିଥିଲ ତୁମେ

ଶ୍ରାବଣରେ ଗଲ ଚାଲି

ସ୍ମୃତି ଉପତ୍ୟାକା ଦେଇ ବାଟ ଚାଲୁ ଚାଲୁ

ଦିନେ ମୃତ ସାଗରଟେ ହୋଇଗଲି ।

ଲୁହରେ ମୁଁ ଭିଜି ଲୁହକୁ ମୁଁ ପିଇ..

ଲୁହରେ କରିଚି ଘର

ସେଇ ଲୁହ ଆଜି ତୁମକୁ ଖୋଜୁଛି..

ଦେଖେ ତୁମ ଛବି ବାର ବାର ।

ଭ୍ରମିତ ଭାବନା ଦିଅଇ ବେଦନା

ଅଶ୍ରୁ ହୁଏ ଛଟପଟ

ଅସହ୍ୟ ଯନ୍ତ୍ରଣା ଦେଇଅଛ ପ୍ରିୟା

ଭାବେ ଯେବେ ତୁମ ଚିତ୍ର ପଟ୍ଟ ।

ସମୃଦ୍ଧି ବୈଭବ ଲାଗେ ସବୁ ତୁଛ

ବିଭ୍ରାନ୍ତି ଧାରଣା କରିବ କେ ନଷ୍ଟ ।


Rate this content
Log in

Similar oriya poem from Classics