ଏକ ତରଫା ପ୍ରେମ
ଏକ ତରଫା ପ୍ରେମ
ଦେଇଛି କେବଳ ତମକୁ
ମୋର ଏ ରକ୍ତ ମାଂସର ଶରୀର
କହିଛି ବାରମ୍ବାର ତମକୁ
ତମ ନିଚ୍ଛକ ପ୍ରେମରେ
ମତେ ହିଁ ପ୍ରେମ କର
ମତେ ହିଁ ପ୍ରେମ କର
ଦେଇଛି କେବଳ ତମକୁ
ମୋର ଏ ରକ୍ତ ମାଂସର ଶରୀର
କହିଛି ବାରମ୍ବାର ତମକୁ
ତମ ନିଚ୍ଛକ ପ୍ରେମରେ
ମତେ ହିଁ ପ୍ରେମ କର
ମତେ ହିଁ ପ୍ରେମ କର