Audio

Forum

Read

Contests

Language


Write

Sign in
Wohoo!,
Dear user,
ଏକା କରିଗଲୁ କ'ଣ ପାଇଁ ?
ଏକା କରିଗଲୁ କ'ଣ ପାଇଁ ?
★★★★★

© Pramila Sahoo

Others

1 Minutes   6.7K    4


Content Ranking

ଏକା କରିଗଲୁ କ'ଣ ପାଇଁ ?

ପ୍ରମିଳା ସାହୁ

ଆସିଥିଲୁ ମନରେ ଭଲପାଇବା ନେଇ
ଚାଲିଗଲୁ ଆଖିରେ ଲୁହ ଦେଇ,
ତତେ ଛାଡି କେମିତି ରହିବି କହ
ଏ ମନ ଖାଲି ଖୋଜେ ତୋର ମୁହଁ !

ତୁ ଥିଲୁ ମୋ ହୃଦୟର ରାଣୀ
ଏକା କରିଗଲୁ କ'ଣ ପାଇଁ ?

*****

ଏକା କରିଗଲୁ କ'ଣ ପାଇଁ ?

Rate the content


Originality
Flow
Language
Cover design

Comments

Post


Some text some message..