ଏକା କରିଗଲୁ କ'ଣ ପାଇଁ ?
ଏକା କରିଗଲୁ କ'ଣ ପାଇଁ ?
1 min
6.8K
ଏକା କରିଗଲୁ କ'ଣ ପାଇଁ ?
ପ୍ରମିଳା ସାହୁ
ଆସିଥିଲୁ ମନରେ ଭଲପାଇବା ନେଇ
ଚାଲିଗଲୁ ଆଖିରେ ଲୁହ ଦେଇ,
ତତେ ଛାଡି କେମିତି ରହିବି କହ
ଏ ମନ ଖାଲି ଖୋଜେ ତୋର ମୁହଁ !
ତୁ ଥିଲୁ ମୋ ହୃଦୟର ରାଣୀ
ଏକା କରିଗଲୁ କ'ଣ ପାଇଁ ?
*****