Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abhiram Sahoo

Others

3  

Abhiram Sahoo

Others

ବିଦ୍ରୋହ

ବିଦ୍ରୋହ

1 min
6.9K


ଏମିତି କାହିଁକି ତମେ

ବାରଂବାର କହୁଛ

ଭାଂଗିଯିବ ବୋଲି ?

 ବରଂ ଭାଂଗିଦିଅ

ଗଢିବାର ଖେଳ

ଆଦର୍ଶବାଦର ଖୋଳ

ଭାଷଣ ବାଜିର ଘଣ୍ଟ କରତାଳ

ତମ ରକ୍ତ ମାଂସ ଇଟାରେ ତିଆରି

ବହୁତଳ ପ୍ରାସାଦ,ସ୍ଵପ୍ନର ସହର,

ଝିଂକିଆଣ

ମୁଷ୍ଟିମେୟ ମୁଠା ଭିତରୁ

ତମ ଅପହୃତ ଅଧିକାର ।

 ଝୁଲାଅ ସେଠି

ମୃତ୍ୟୁର ପରୱାନା

ଶୋଷିତର ବିଦ୍ରୋହ ସ୍ବାକ୍ଷର ।

×××


Rate this content
Log in