Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ଦୃଶ୍ୟ

ଦୃଶ୍ୟ

1 min
6.7K


କିଛିଟା ଆସକ୍ତି ଅହଂକାର ପାଇଁ

କିଛିଟା ଲୋଭ , ପାଗଳାମି ପାଇଁ

ମାଟି ଦେହକୁ ସୁହାଇଲା ଭଳି

କିଛିଟା ବଦଭ୍ୟାସ ମିଛ ସୁଖ ପାଇଁ

ଏସବୁ ବୋହି ଚାଲୁଥାଏ

ଆତ୍ମା ଫୁଲଟି

ଧୀରେ ଧୀରେ ସେଇ ଚିରନ୍ତନୀ

ମୃତ୍ୟୁ ଆଡେ ।


Rate this content
Log in

Similar oriya poem from Classics