Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Others

2  

ଓଡ଼ିଆ ଗଳ୍ପ ଓ କବିତା - ୨

Others

ଅଦିନିଆ ବର୍ଷା

ଅଦିନିଆ ବର୍ଷା

1 min
7.2K


କହୁଥିଲ ଯେତେ ବର୍ଷା ଆସୁ ମୋର କିଛି ଯାଏ-ଆସେ ନାହିଁ

ଏବେ ଦେଖ !!

କେମିତି ଏ ଅଦିନିଆ ବର୍ଷା ଆସିଲାଯେ ସାଥିରେ ଆଣିଥିଲା ଧଳା କାଗଜ ପରି ତୋଫା-ତୋଫା ମେଘଖଣ୍ଡହୃଦୟ ଥିଲା ତାର ଫର-ଫର ଉଡୁଥିଲା ପତକା ପରି ନିହାତି ଶୁଖିଲା.


ଏବେ କିନ୍ତୁ ବର୍ଷାର କେତେ ବିନ୍ଦୁ ଟପ୍-ଟପ୍ ଝରିଗଲା

ତମ ଓଠ ପରି ସଲଗ୍ନ ନଈର ଧାରରେ.

ଏବେ ଆଉଥରେ


କେମିତି ଲହଡି ଉଠିଛି ନଈରେ ବନ୍ୟା ପ୍ରକୋପରେ ...

ତମେ ସେପଟ କୁଳରେ ,ମୁ ଏପଟ ଘାଟରେ !!


Rate this content
Log in