Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Puspita Dash

Others

1.0  

Puspita Dash

Others

ସନ୍ଧାନ

ସନ୍ଧାନ

1 min
13.7K


ସନ୍ଧାନ

ତୁମକୁ ଦେଖିବି ବୋଲି
ଆତ୍ମାପକ୍ଷୀ ଉଡ଼େ ବହୁଦୂର,
ତୁମକୁ ଛୁଇଁବି ବୋଲି
ଭେଦକଲି ନିରନ୍ଧ୍ର ଅନ୍ଧାର;

ପଞ୍ଚତତ୍ତ୍ୱେ ଗଢ଼ା ଦେହ
ମୋହ ତ୍ୟାଗ କଲି,
ହେ ପରମ ସତ୍ତା ମୁଁ ଯେ
ତୁମକୁ ଖୋଜିଲି;

ଆତ୍ମାପକ୍ଷୀ ଉଡ଼ିବୁଲେ
ଅନ୍ତହୀନ ବ୍ରହହ୍ମାଣ୍ଡମଧ୍ୟରେ,
ଶବ୍ଦହୀନ, ନିସ୍ତରଂଗ
ମହାକାଳ ନିସ୍ତବ୍ଧ ଛାତିରେ |

ସେ ଜ୍ୟୋତି ସ୍ୱରୂପ ବ୍ରହ୍ମ
ଆକର୍ଷିଲେ ପ୍ରାଣସତ୍ତାଟିକୁ
ଅସୀମ ଆନନ୍ଦମଗ୍ନ
ପ୍ରଧାବିତ ନଦୀ ସାଗରକୁ |


ମିଶିଗଲା ଜୀବସତ୍ତା
ଦିବ୍ୟାନନ୍ଦେ ହେଲା ସେଯେ ମଗ୍ନ
ଆହ୍ଲାଦିତ, ନିର୍ବାକ୍ ସେ
ଅନୁଭବେ ଅମୃତଂକ, ଅପୂର୍ବ ସ୍ପନ୍ଦନ |


Rate this content
Log in