Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagabandhu Sahu

Others

2  

Jagabandhu Sahu

Others

କାର୍ତ୍ତିକ ପୂର୍ଣ୍ଣିମାର ଶୁଭେଚ୍ଛା

କାର୍ତ୍ତିକ ପୂର୍ଣ୍ଣିମାର ଶୁଭେଚ୍ଛା

1 min
6K


ଶୀତୁଆ ରାତିର ସୁନୀଳ ଆକାଶେ

ହସୁଛି ପୁନେଇଁ ଜହ୍ନ

କାର୍ତ୍ତିକ ମାସରେ ଭକତି ବିଭୋର

ଶିଶୁଠାରୁ ବୃଦ୍ଧ ଜନ ।

ସାଧବ ପୁଅର ବାଣିଜ୍ୟ ସ୍ମୃତିକୁ

ଓଡିଆ ହେଉଛି ଝୁରି

ମାସ ଯାକ ଧର୍ମ ଉତ୍ସର୍ଗୀ ଦେଇ ସେ

ବୋଇତ ବନ୍ଧାଣ କରି ।

ଦୂର ଦୂରାନ୍ତର ବିପଦ ପଥକୁ

ସହଜ ସୁବିଧା ପାଇଁ

ଭରଷା ହୋଇବେ ମଙ୍ଗଳା ମାଆଟି

ଉତ୍କଳ ଜନନୀ ସେଇ ।

ଶୁଭେଚ୍ଛା ଜଣାଏ ମୁହିଁ

କାର୍ତ୍ତିକ ପୂର୍ଣ୍ଣିମା ଶୁଭ ଅବସରେ

ବନ୍ଧୁ ହୃଦେ ମନ ଥୋଇ ।


Rate this content
Log in