Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dipti lekha Mishra

Others

4.8  

Dipti lekha Mishra

Others

ଶ୍ରୀକୄୄୄଷ୍ଣ ଭଜନ

ଶ୍ରୀକୄୄୄଷ୍ଣ ଭଜନ

1 min
6.9K


ଗାଇବି ମୁଁ ନିତି କୄୄୄଷ୍ଣ ଗୁଣଗାନ

ଲଭିବି ମୁଁ ଯେ ପରମାର୍ଥ ଦର୍ଶନ।

ଭଜିବି ମୁଁ ନିତି କୃୃୃୃଷ୍ଣ ଭଜନ

ମିଳିବ ମୋତେ ଯେ ଦିବ୍ୟ ଦର୍ଶନ ।

କୄୄଷ୍ଣ ନାମ ଗାଇ କଟୁ ମାୟା ବନ୍ଧନ

କୄୄୄଷ୍ଣ ନାମ ଭଜି ମିଳୁ ମୋକ୍ଷ ଜୀବନ ।

କୄୄୄୄଷ୍ଣ ଶରଣରେ ଗଲେ ମିଳିବ ପୁଣ୍ୟ

ତାଙ୍କ ନାମ ପ୍ରଚାରିଲେ ହେବିରେ ଧନ୍ୟ ।

କୄୄୄୄଷ୍ଣ କଥା ଶୁଣି ମୋର କଟୁ ଦିନ

ତାଙ୍କ କଥା ଶୁଣାଈ ଯାଉ ମୋ ଜୀବନ ।


ଦିପ୍ତୀଲେଖା ମିଶ୍ର,ବ୍ରହ୍ମପୁର


Rate this content
Log in