ସାହସ ଓ କର୍ତ୍ତବ୍ୟ
ସାହସ ଓ କର୍ତ୍ତବ୍ୟ
ଏମିତି ବିପଦ ଆସେ ବେଳେବେଳେ
ସବୁ ଚେଷ୍ଟା ହୁଏ ନଷ୍ଟ
ସେତେବେଳେ ବିଧି ରଖିଥାଏ ଖୋଲା
ନିଶ୍ଚେ ଆଉ କେଉଁ ବାଟ
ରଖିଥିବ ଯଦି ମନରେ ସାହସ
କର୍ତ୍ତବ୍ୟରେ ହୋଇ ଲୀନ
ଅଳପ କଷ୍ଟରେ ବାଟ ପାଇଯିବ
କଟିବ ତୁମ ଦୁର୍ଦ୍ଦିନ
ଚିତ୍ତ ରଞ୍ଜନ ଲେଙ୍କା (କଟକ) ©
ଏମିତି ବିପଦ ଆସେ ବେଳେବେଳେ
ସବୁ ଚେଷ୍ଟା ହୁଏ ନଷ୍ଟ
ସେତେବେଳେ ବିଧି ରଖିଥାଏ ଖୋଲା
ନିଶ୍ଚେ ଆଉ କେଉଁ ବାଟ
ରଖିଥିବ ଯଦି ମନରେ ସାହସ
କର୍ତ୍ତବ୍ୟରେ ହୋଇ ଲୀନ
ଅଳପ କଷ୍ଟରେ ବାଟ ପାଇଯିବ
କଟିବ ତୁମ ଦୁର୍ଦ୍ଦିନ
ଚିତ୍ତ ରଞ୍ଜନ ଲେଙ୍କା (କଟକ) ©