Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bikesh Sahu

Inspirational

5.0  

Bikesh Sahu

Inspirational

ସେ ତ ଆସିବାର ଥିଲା

ସେ ତ ଆସିବାର ଥିଲା

1 min
6.8K


ସେ ତ ଆସିବାର ଥିଲା

ଆଜି ନ ହେଲେ କାଲି

ଠିକ ହେଲା ଆଜି ଆସିଗଲା

ନ ହେଲେ

କେତେ ଯେ ଆଶଙ୍କା ଆଉ

ମାନସିକ ଦ୍ୱନ୍ଦ ଭିତରେ କଟି ଥା'ନ୍ତା

ଆମ ସମୟ

ନା ମୁଁ ମାରିପାରନ୍ତି ଶାନ୍ତିରେ ନିଃଶ୍ୱାସ

ନା ତୁମେ ।

ସେଇଥି ପାଇଁ ତ ଠିକ ହେଲା

ସେ ଆଜି ଆସିଗଲା

ଆଉ ଧୋଇ ନେଲା

ଅଲୋଡ଼ା ଅପରିଷ୍କାର ଭାବନା ସବୁକୁ

ତୁମ ଠାରୁ କିଛି ଆଉ ମୋଠୁ କିଛି ।


Rate this content
Log in

Similar oriya poem from Inspirational