Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rajalaxmi Tripathy

Romance Abstract Others

2  

Rajalaxmi Tripathy

Romance Abstract Others

କବାତା

କବାତା

1 min
6.6K


ଏମିତି ହୁଏ

ଦଲକାଏ ପବନ

ମନ ବଦଳାଇଦିଏ

ଓଠର ଚେନାଏ ହସ

ଜୀବନକୁ ଆପଣାଇ ନିଏ।

ନିମିଷକର ଦୃଷ୍ଟି

ହୃଦୟକୁ ବାନ୍ଧିରଖେ

ଗୋଟିଏ ଶବ୍ଦ

ଭେଦକରେ ସବୁ ନିସ୍ତବ୍ଦତା।

କ୍ଷଣିକର ସ୍ପର୍ଶ

ଆଣିଦିଏ ସ୍ବର୍ଗୀୟ ଅନୁଭବ

ମୁହୁର୍ତ୍ତକର ମୋହ

ଧରିରଖେ ଆବେଗ ସକଳ

ଗୋଟିଏ ସମ୍ପର୍କ

ବନ୍ଦୀକରେ ସମଗ୍ର ଜୀବନ।

।।। ରାଜଲକ୍ଷ୍ମୀ ।।।


Rate this content
Log in