Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Ram Prasad Bisoi

Others

2  

Ram Prasad Bisoi

Others

ଅଭିନ୍ନ ପ୍ରତ୍ୟହ ।

ଅଭିନ୍ନ ପ୍ରତ୍ୟହ ।

1 min
1.1K


ଅଭିନ୍ନ ପ୍ରତ୍ୟହ ।

କାହିଁକି ? ଛାତି ଭିତରେ ଏତେ ବେଦନା ଦେଇ ଚାଳିଛ ଜାଳି ଜଳାଉଛ ବିରହର ନିଆଁ ହେ ମୋର ସବୁ ସକାଳର କୁହୁ କୁହୁ ତାନ, ରହିବାକୁ ଦେଉନି କି ? ଯିବାକୁ ଦେଉନି , ଲେଖିବାକୁ ବାଧ୍ୟ କରୁଛ ବିରହ ଗୀତିକା, ଜାଣିଛ କି ନାହିଁ , ତମସ ଓ ରାତ୍ରି, ପ୍ରାତଃ କିରଣ , ଆଉ ତା ମନଲୋଭା ଉଷ୍ମତା, ଚନ୍ଦ୍ର କିରଣ ଆଉ ତା ଶିତଳତା, ସାଗର ଆଉ ତା ପ୍ରଶାନ୍ତତା, ଅସୀମ ଆକାଶ ଆଉ ତା କରୁଣତା ଯେପରି ଅଭିନ୍ନ ଓ ଏକ ତମେ ଆଉ ମୁଁ ଏକ ଆତ୍ମା ଆଉ ଦୁଇଟି ଭିନ୍ନ ଶରୀର, ସ୍ରଷ୍ଠା ଓ ସୃଷ୍ଟି ର ""ଅଭିନ୍ନ ପ୍ରତ୍ୟହ "" ।

ରାମ ବିଶୋଇ, (କାଶ୍ୟପ) କନ୍ୟାକୁମାରୀ, ତା-୧୭-୦୬-୧୬ , ରାତ୍ର-୦୯-୩୩ ମିନିଟ ।

 
 


Rate this content
Log in