Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଅଭିନ୍ନ ପ୍ରତ୍ୟହ  ।
ଅଭିନ୍ନ ପ୍ରତ୍ୟହ ।
★★★★★

© Ram Prasad Bisoi

Others

1 Minutes   1.1K    1


Content Ranking

ଅଭିନ୍ନ ପ୍ରତ୍ୟହ ।

କାହିଁକି ? ଛାତି ଭିତରେ ଏତେ ବେଦନା ଦେଇ ଚାଳିଛ ଜାଳି ଜଳାଉଛ ବିରହର ନିଆଁ ହେ ମୋର ସବୁ ସକାଳର କୁହୁ କୁହୁ ତାନ, ରହିବାକୁ ଦେଉନି କି ? ଯିବାକୁ ଦେଉନି , ଲେଖିବାକୁ ବାଧ୍ୟ କରୁଛ ବିରହ ଗୀତିକା, ଜାଣିଛ କି ନାହିଁ , ତମସ ଓ ରାତ୍ରି, ପ୍ରାତଃ କିରଣ , ଆଉ ତା ମନଲୋଭା ଉଷ୍ମତା, ଚନ୍ଦ୍ର କିରଣ ଆଉ ତା ଶିତଳତା, ସାଗର ଆଉ ତା ପ୍ରଶାନ୍ତତା, ଅସୀମ ଆକାଶ ଆଉ ତା କରୁଣତା ଯେପରି ଅଭିନ୍ନ ଓ ଏକ ତମେ ଆଉ ମୁଁ ଏକ ଆତ୍ମା ଆଉ ଦୁଇଟି ଭିନ୍ନ ଶରୀର, ସ୍ରଷ୍ଠା ଓ ସୃଷ୍ଟି ର ""ଅଭିନ୍ନ ପ୍ରତ୍ୟହ "" ।

ରାମ ବିଶୋଇ, (କାଶ୍ୟପ) କନ୍ୟାକୁମାରୀ, ତା-୧୭-୦୬-୧୬ , ରାତ୍ର-୦୯-୩୩ ମିନିଟ ।

 
 

ଅଭିନ୍ନ ପ୍ରତ୍ୟହ ।

Rate the content


Originality
Flow
Language
Cover design

Comments

Post

Some text some message..