Audio

Forum

Read

Contests

Language


Write

Sign in
Wohoo!,
Dear user,
ହେ ଶ୍ରୀକୃଷ୍ଣ
ହେ ଶ୍ରୀକୃଷ୍ଣ
★★★★★

© Pramila Sahoo

Others

1 Minutes   6.5K    1


Content Ranking

ହେ ଶ୍ରୀକୃଷ୍ଣ ତୁମ ପ୍ରେମରେ
ମୋ ଜୀବନ ବନ୍ଧା
ତୁମ ବିନା ଲାଗେ ଏକା
ଜୀବନ ଶେଷ ଇଚ୍ଛା
କେବେ ମିଳିବ ତୁମରି ଦେଖା
ଏ ନୟନ ହବ ପବିତ୍ର
ତୁମରି ଭାବନାରେ
ଯାଉଛି ମୋ ସମୟ
ଦିନକି ଆଉ ରାତି
ବୁଝିତ ପାରୁ ନାହିଁ
ତୁମ ଗୀତରେ ନାଚୁଛି ମୁଁ ଏକା
ପାଦେ ବାନ୍ଧିଛି ଘୁଙ୍ଗୁର ପେନ୍ଥା
ହେ ଶ୍ରୀକୃଷ୍ଣ ଏ ପ୍ରାଣ ଯାଉ
ତୁମରି ସେବାରେ ଏକା...
ପ୍ରମିଳା ସାହୁ......

ହେ ଶ୍ରୀକୃଷ୍ଣ

Rate the content


Originality
Flow
Language
Cover design

Comments

Post


Some text some message..