Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Pramila Sahoo

Others

2  

Pramila Sahoo

Others

ହେ ଶ୍ରୀକୃଷ୍ଣ

ହେ ଶ୍ରୀକୃଷ୍ଣ

1 min
6.5K


ହେ ଶ୍ରୀକୃଷ୍ଣ ତୁମ ପ୍ରେମରେ
ମୋ ଜୀବନ ବନ୍ଧା
ତୁମ ବିନା ଲାଗେ ଏକା
ଜୀବନ ଶେଷ ଇଚ୍ଛା
କେବେ ମିଳିବ ତୁମରି ଦେଖା
ଏ ନୟନ ହବ ପବିତ୍ର
ତୁମରି ଭାବନାରେ
ଯାଉଛି ମୋ ସମୟ
ଦିନକି ଆଉ ରାତି
ବୁଝିତ ପାରୁ ନାହିଁ
ତୁମ ଗୀତରେ ନାଚୁଛି ମୁଁ ଏକା
ପାଦେ ବାନ୍ଧିଛି ଘୁଙ୍ଗୁର ପେନ୍ଥା
ହେ ଶ୍ରୀକୃଷ୍ଣ ଏ ପ୍ରାଣ ଯାଉ
ତୁମରି ସେବାରେ ଏକା...
ପ୍ରମିଳା ସାହୁ......


Rate this content
Log in