ଏକ ଓ ଅଭିନ୍ନ
ଏକ ଓ ଅଭିନ୍ନ
1 min
425
ଈଶ୍ଵର ହୁଅନ୍ତୁ ଅଥବା
ସେ ଆଲ୍ଲା ଦୁହେଁ ଏକ
କେବେ ନୁହନ୍ତି ଭିନ୍ନ,
ଯାହାକୁ ବି ଡାକ
ନ୍ୟାୟ ହିଁ ମିଳିବ
ଉଣା କର ନାହିଁ ମନ।