Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Pattnayak

Inspirational

2  

Santosh Pattnayak

Inspirational

ବେଳଥାଉ ପୁଣ୍ୟ ସଞ୍ଚ

ବେଳଥାଉ ପୁଣ୍ୟ ସଞ୍ଚ

1 min
6.7K


ଫେରି କି ହବ ସେ ଅତୀତକୁ ଆଉ

    ମନ ଖାଲି ସିନା ଝୁରେ

 ସ୍ବାର୍ଥ ସାଉଁଟିଲେ କି' ଲାଭ ପାଇବୁ

     ଭଜ ରାମକୃଷ୍ଣ ହରେ.....

  ଏ ରସେ ପାଇବୁ ଅମୃତର ସ୍ବାଦ

     ଜୀବନ ହୋଇବ ଧନ୍ୟ

  ମରି ବି ଅମର ହୋଇବୁ ବାବୁ ତୁ

     ପୁରିବ ତୋ ମନୋସ୍କାମ....

ଅଭୁଲା ଅତୀତ ତୋତେ କନ୍ଦାଇବ

    ମିଛ ଏ ଦୂନିଆଁ ମଞ୍ଚ

 ଅଢ଼େଇ ଦିନର ଅଭିନୟ ଏଠି

    ବେଳଥାଉ ପୁଣ୍ୟ ସଞ୍ଚ....


Rate this content
Log in