Audio

Forum

Read

Contests

Language


Write

Sign in
Wohoo!,
Dear user,
ବେଳଥାଉ ପୁଣ୍ୟ ସଞ୍ଚ
ବେଳଥାଉ ପୁଣ୍ୟ ସଞ୍ଚ
★★★★★

© Santosh Pattnayak

Inspirational

1 Minutes   6.7K    5


Content Ranking

ଫେରି କି ହବ ସେ ଅତୀତକୁ ଆଉ

    ମନ ଖାଲି ସିନା ଝୁରେ

 ସ୍ବାର୍ଥ ସାଉଁଟିଲେ କି' ଲାଭ ପାଇବୁ

     ଭଜ ରାମକୃଷ୍ଣ ହରେ.....

  ଏ ରସେ ପାଇବୁ ଅମୃତର ସ୍ବାଦ

     ଜୀବନ ହୋଇବ ଧନ୍ୟ

  ମରି ବି ଅମର ହୋଇବୁ ବାବୁ ତୁ

     ପୁରିବ ତୋ ମନୋସ୍କାମ....

ଅଭୁଲା ଅତୀତ ତୋତେ କନ୍ଦାଇବ

    ମିଛ ଏ ଦୂନିଆଁ ମଞ୍ଚ

 ଅଢ଼େଇ ଦିନର ଅଭିନୟ ଏଠି

    ବେଳଥାଉ ପୁଣ୍ୟ ସଞ୍ଚ....

ଅତୀତ ମନ ଅଭିନୟ

Rate the content


Originality
Flow
Language
Cover design

Comments

Post


Some text some message..