Audio

Forum

Read

Contests

Language


Write

Sign in
Wohoo!,
Dear user,
ସୁବାଷ ବୋଷ
ସୁବାଷ ବୋଷ
★★★★★

© Maheswar Kabi

Inspirational Classics

1 Minutes   1.2K    6


Content Ranking

ସୁଭାଷ ଚନ୍ଦ୍ର ପାଇଥିଲେ ବିପଦ ,

ଜୟ ହିନ୍ଦ   

ସ୍ଵାଧୀନତା ପାଇ ବଢାଇଲେ ପାଦ ,

ଜୟ ହିନ୍ଦ   

ଛାଡିଦେଲେ ସବୁ ସମ୍ମାନ ସୁଆଦ ,

ଜୟ ହିନ୍ଦ   

ପୂଜିଥିଲେ ଭାରତ ମାତାର ପାଦ ,

ଜୟ ହିନ୍ଦ 

ବନ୍ଦେ ମାତରମ୍ ,ବନ୍ଦେ ମାତରମ୍, ବନ୍ଦେ ମାତରମ୍

ସ୍ଵାଧୀନତା ପାଇ ଛାଡିଲେନି ଜିଦ୍ ,

ଜୟ ହିନ୍ଦ   

ଗୋରାଙ୍କୁ ଯିବାଙ୍କୁ କରିଲେ ତାଗିଦ୍,

ଜୟ ହିନ୍ଦ   

ଭାରତ ମାତାର ପାଇ ଆର୍ଶିବାଦ ,

ଜୟ ହିନ୍ଦ   

ଭୁଲିଗଲେ ସବୁ ସମ୍ପଦ ବିପଦ ,

ଜୟ ହିନ୍ଦ   

ଗୋରାଙ୍କ ରହିବା କରିଦେଲେ ବନ୍ଦ ,

ଜୟ ହିନ୍ଦ   

ଲିଭାଇଲେ ତାଙ୍କ ପୁନେଇ ଚାନ୍ଦ ,

ଜୟ ହିନ୍ଦ   

ବନ୍ଦେ ମାତରମ୍, ବନ୍ଦେ ମାତରମ୍, ବନ୍ଦେ ମାତରମ୍

ଗୋରାଙ୍କ ଉପରେ ସାଇତି ବିପଦ ,

ଜୟ ହିନ୍ଦ       

ହୃଦୟ ଗଢିଲ ବିଶାଳ ବାରୁଦ ,

ଜୟ ହିନ୍ଦ     

ଭାରତବାସୀଙ୍କ ଆଖିରେ ଆନନ୍ଦ ,

ଜୟ ହିନ୍ଦ     

ଦେଶର ଉପରୁ ହଟିଲା ବିପଦ ,

ଜୟ ହିନ୍ଦ     

ଇଂରେଜଙ୍କ ଗୁଳିକୁ ଦେଖାଇ କାନ୍ଧ ,

ଜୟ ହିନ୍ଦ   

ଦେଖାଇ ଦେଲ ତାଙ୍କୁ ରକ୍ତର ହ୍ରଦ ,

ଜୟ ହିନ୍ଦ 

ବନ୍ଦେ ମାତରମ୍, ବନ୍ଦେ ମାତରମ୍, ବନ୍ଦେ ମାତରମ୍

ସୁଭାଷ ଚନ୍ଦ୍ର ଭାରତ ଇଂରେଜ

Rate the content


Originality
Flow
Language
Cover design

Comments

Post


Some text some message..