Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pramila Sahoo

Inspirational

2  

Pramila Sahoo

Inspirational

ପାଦ ଚିହ୍ନ

ପାଦ ଚିହ୍ନ

1 min
6.5K


କେଇଟା ଶଦ୍ଦ କୁ ନେଇ

ମନରେ ଅନେକ ପ୍ରଶ୍ନ

ହୃଦୟରେ ଅସୁମାରୀ ଆଶା

ଗୋଧୂଳି ସଞ୍ଜ ବେଳର

ପକ୍ଷୀଙ୍କ ଆଗମନର ଶଦ୍ଦସହ

ସୁମଧୁର ମାଟିର ବାସ୍ନା ଆଉ

ସୁଶୀତଳ ପବନର ସ୍ପର୍ଶ

ହୃଦୟ ର ଅଭୁଲା ସ୍ପନ୍ଦନ

ବାସ୍ ଏଇ ହୃଦୟ ବୁଝେ ନାହିଁ କିଛି

ତୁମ ଫେରିବା ପଥକୁ ଚାହିଁ ରହେ

ଏଇ ଦୁଇ ନୀରବ କଥା କୁହା ଆଖି

ପ୍ରତିମୂହୁର୍ତ୍ତେ ଦେଖୁଥାଏ ତୁମ ଯିବାର ପାଦ ଚିହ୍ନ...


Rate this content
Log in

Similar oriya poem from Inspirational