Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Susanta Nayak

Inspirational

2  

Susanta Nayak

Inspirational

ସ୍ୱଦେଶୀ

ସ୍ୱଦେଶୀ

1 min
7.0K


ସ୍ୱଦେଶୀ ଏକ ପ୍ରହେଳିକା

ସ୍ୱଦେଶୀର ବଦଳିଛି ପରିଭାଷା

ମୁଁ ଯାହା କହିବି ତାହା ସ୍ୱଦେଶୀ,

ତୁମେ ଯାହା କହିବ ତାହା ସ୍ୱଦେଶୀ ନୁହେଁ

ମହଙ୍ଗା ବିଦେଶୀ ବ୍ରାଣ୍ଡର ସ୍ମାର୍ଟ ଫୋନ ଧରି ମୁଁ ଭାଷଣ ଦେଉଛି ସ୍ୱଦେଶୀ ଉପରେ

ସ୍ୱଦେଶୀ ନାଁରେ କିଏ ନିର୍ବାଚନ ଜିତୁଛି, ଆଉ ନେତା ବନୁଛି

କିଏ ଉଦ୍ୟୋଗପତି ବନୁଛି,

କିଏ ଭାଷଣ ଦେଇ ବକ୍ତା ବନୁଛି, ଆଉ ନେତା ବନୁଛି

କିଏ ପୁସ୍ତକ ଲେଖି ଲେଖକ ବନୁଛି,

ଗାନ୍ଧିଙ୍କ ଖଦଡ଼ ମାଳା ପିନ୍ଧି ବିଦେଶୀ କମ୍ପାନୀଙ୍କ ସହିତ ଡିଲ୍ କରୁଛି

ଇଂରାଜୀ ବିରୋଧ କରି ନିଜ ପିଲାଙ୍କୁ ଇଂରାଜୀ ପଢ଼ାଇ ବିଦେଶ ପଠାଉଛି

ଆମେ ସ୍ୱଦେଶୀ


Rate this content
Log in

Similar oriya poem from Inspirational