Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Pramila Sahoo

Others

3  

Pramila Sahoo

Others

ମା ତାରିଣୀ

ମା ତାରିଣୀ

1 min
6.9K


ଜଗତଜନୀ ଘଟଗାଁ ରାଣୀ
ମନ୍ଦାରମାଳିନୀ ମା ତୁ ତାରିଣୀ
କାହିଁକି ଗଢିଲୁ ହାଏ ଏ ମିଛର ଦୁନିଆ
ପ୍ରତି ମୁହୂର୍ତ୍ତରେ ହୃଦୟ କାନ୍ଦୁଛି ପରା
ଦୁଃଖ ସବୁ ଦେଖି ଦେଖି
ହୃଦୟ ହୋଇଗଲାଣି ପଥର ପରା......
ପ୍ରମିଳା ସାହୁ


Rate this content
Log in