ହେ କଳା ଠାକୁର
ହେ କଳା ଠାକୁର
1 min
7.0K
ହେ ମୋର କଳାଠାକୁର
ଦୁଃଖରେ ଗଢା ମୋ ଜୀବନ
ପ୍ରତିମୂର୍ତ୍ତି ମିଳୁଛି ଖାଲି ଦୁଃଖ
ସୁଖ ଦେଖିବା ସାତ ସପ୍ନ
ଦୁଃଖରେ ବିତିଯାଏ ଏହି ଜୀବନ
ହେ ମୋର କଳାଠାକୁର
ଆଖି ବୁଝିଛି ତୁମ ଦର୍ଶନ ବିନା
ଆଉ ନାହିଁ କିଛି କାର୍ଯ୍ୟ
ମୁଁ ବୁଝିଛି ମୋ ଭାଗ୍ୟରେ
ଦୁଃଖ ଛଡ଼ା ନାହିଁ କେବେ ସୁଖ
ମୋର ଜୀବନରେ ହସ ଖୁସି
ତୁମପାଇଁ ଖାଲି କଳାଠାକୁର
ହେ ମାହାପ୍ରଭୁ କଳାଠାକୁର
ତୁମ ନାମରେ ଚାଲିଯାଉ ଏ ଜୀବନ...
ପ୍ରମିଳା ସାହୁ