Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଵଳରାମ ତରାଈ

Romance

2  

ଵଳରାମ ତରାଈ

Romance

ଫେରି ଆସ ପ୍ରିୟା

ଫେରି ଆସ ପ୍ରିୟା

1 min
360


ତୁମ ବିନା ଏ ଜୀବନ ଫିକା ଫିକା

କରିଜାଉ ନାହିଁ ଏକା

ଆଉ ହେବନି ଜିବନରେ ଆମ ଦେଖା

କେମିତି ରହିବି ମୁଁ ଏକା l


ସୁନ୍ଦର ପରିବାର ଘର ଛାଡି ଗଲ

ଘରର ରଶ୍ମି ରେଖା

ମଣିଷ ଶରିର ଛାଡି ଧରିଛ କି ରୂପ

ଫେରି ଆସ ସିମା ରେଖା l


ଆମ ଛେଟ ମୋଟ ପରିବାର ଛାଡି 

ଆସିଲ ତମେ ଜମପୁର

ସ୍ଵର୍ଗପୁର ମୋର ଭାରି ଡର ପ୍ରିୟା

ଛାଲିଛି ମୋର ବିଚାର l


ଅଳ୍ପ ବୟସରେ ହେଲା ମୋର ମୃତ୍ଯୁ

ତମ ବିନା ସବୁ ଫିକା

ଜାଉଛି ମୁଁ ପାରି କରି ସୀମାରେଖା

ତମେ ଏକା ମୁଁ ଏକା l


ପହଞ୍ଚି ବି ଯେଉଁଦିନ ଗଣନା ସେ ଦିନ

ଜମପୁର ହେବ ଠାବ 

ଭଲ କରିଥିଲେ ମିଳିବ ସ୍ଵର୍ଗପୁର

ଭଲ କରିଥିଲେ ମିଳବ ମୋତେ ଠାବ

ଗଛପତ୍ର ନାହିଁ ଠାବ l


ଭୟକର ନାହିଁ ପିୟା ଫେରିଆସିଛି 

ରହିବା ଆମେ ଏକା

ରାଗ ମାନ ଆଭିମାନ ଭୁଲି ଯାଉ

ଏଠି ହେବ ଆମ ଦେଖା l


ଧନଜନ ସବୁ ମୋହମାୟା ଏଠି

ଜଞ୍ଜାଳ ସତ୍ୟ ଏକା

ଯାହା ପାଇଁ ତୁମେ ଘର ଛାଡିଦେଲ

ପରିବାର ଏବେ ଏକା l


ବହୁତ କଲେ ମୋତେ କଲବଲ

ବଞ୍ଚିଥାଉ ମାରିଦେଲେ

ତୁମେ ରାଗ ରୁଷା ସବୁ ଭୁଲି ଯାଉ

ହେଲେ ମୁଁ କଲ ବଲ l


କୋଳିଏ ନିଏ ମୋତେ ବାହୁ ମେଲି

ତୁମେ ମୋ ପାଇଁ ବାଇ

ହୁଦୟରେ ପୁଣି ଜାଗl ଦିଅ ମୋତେ

ମୁଣ୍ଡ ରଖି ଯିବି ସୋଇ l


ଗଲାବେଳେ ସୋଇଥିବା ଆମେ ଦୁଇ

ତୁଣ୍ଡ ଥିବ ହରିବୋଲ

ମଶାଣି କୁ ଗଲା ବେଳେ ଏକା ଜିବା 

ହରିବୋଲ ହରିବୋଲ l


ରମ ନାମ ସପ୍ତ ହେ ହରି ନାମ ସପ୍ତ 

ସଙ୍ଗେ ନଜିବେ କେହି

ମଶାଣି ରେ ମୋ ଶବକୁ ରକ୍ଷି ଦେଇ

ପାଖେ ରହିବେନି କେହି l


ଫେରି ଆସ ପିୟା ଆସ

ସୀମା ରେଖା ପାର ହେlଇ l



Rate this content
Log in

Similar oriya poem from Romance